ଜାତୀୟ ଖବର କୋଭିଡ ସମୟରେ କରଦାତାଙ୍କ ପାଇଁ କେନ୍ଦ୍ର ସରକାର ଘୋଷଣା କଲେ ରିହାତି, ଜାଣନ୍ତୁ କଣ ନୂଆଦିଲ୍ଲୀ, କୋଭିଡ ମହାମାରୀ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଜିଏସ୍ଟି ଆଇନ ପରିସର ମଧ୍ୟରେ କରଦାତାଙ୍କ ପାଇଁ ବିଭିନ୍ନ ରିହାତି ସୁବିଧା ଯୋଗାଇ ଦେଇଛନ୍ତି । କରଦାତାମାନେ ଜିଏସ୍ଟି…