ଆଜିର ଖବର ସରକାରୀ କରୋନା ରିପୋର୍ଟ କେତେ ସତ କେତେ ମିଛ: ଚିଲିକା ବ୍ଲକର ଜିଲ୍ଲା ପରିଷଦ ସଭ୍ୟ ଆଣିଲେ ସଙ୍ଗୀନ ଅଭିଯୋଗ ସୀତାରାମ ଅଗ୍ରଓ୍ବାଲ ଚିଲିକା: କରୋନା ମହାମାରୀକୁ ନେଇ ରାଜ୍ୟର ସ୍ଥିତି ସଂକଟ ଥିବାବେଳେ ଏହି ମହାମାରୀ ସମୟରେ ରାଜ୍ୟସରକାରଙ୍କ କାର୍ଯ୍ୟକଳାପକୁ ନେଇ ସାଧାରଣ ଲୋକଙ୍କ ମନରେ ସନ୍ଦେହ…