ଆଜିର ଖବର ଆଜି ନୂଆଖାଇ, କରୋନା ପାଇଁ ଫିକା ପଡିଲା ପଶ୍ଚିମ ଓଡିଶାର ଏହି ଗଣପର୍ବ ସମ୍ବଲପୁର, ଆଜି ହେଉଛି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଖାଇ। ହେଲେ କରୋନା ପାଇଁ ନୂଆଖାଇର ଉତ୍ସାହ ଫିକା ପଡିଯାଇଛି। ମୁଖ୍ୟତଃ ପଶ୍ଚିମ ଓଡିଶାବାସୀ ମା ସମଲେଶ୍ବରୀଙ୍କ…