ଅନ୍ତରାଷ୍ଟ୍ରୀୟ କରୋନା ପାଇଁ ଆଜିଠାରୁ ଇଂଲଣ୍ଡକୁ ବିମାନ ଚଳାଚଳ ବନ୍ଦ କଲା ଭାରତ ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡକୁ ବିମାନସେବା ବନ୍ଦ କରିଛି ଭାରତ। 22 ତାରିଖ ମଧ୍ୟରାତ୍ରରୁ ବିମାନସବାକୁ ସାମୟିକ ବନ୍ଦ ଘୋଷଣା କଲା…