ଆଜିର ଖବର ଆଜି କରୋନା ପରିଚାଳନା ନେଇ ଆସିବ ବଡ ଖବର, ମୁଖ୍ୟ ଶାସନ ସଚିବ କରିବେ ଘୋଷଣା ଭୁବନେଶ୍ବର, ଆଜି ରାଜ୍ୟ ସରକାର କରୋନା ପରିଚାଳନା ନେଇ କରିବେ ଏକ ବଡ ଘୋଷଣା। ଆଜି ଦିନ 10ଟା ବେଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର…