Categories
ଫଟୋ ଖବର

ଗତକାଲି କରୋନା ଟିକାର ଦ୍ବିତୀୟ ଡୋଜ ନେବା ପରେ ସ୍ବାସ୍ଥ୍ୟ କର୍ମିଙ୍କ ସହିତ ପ୍ରଧାନମନ୍ତ୍ରୀ

ଗତକାଲି କରୋନା ଟିକାର ଦ୍ବିତୀୟ ଡୋଜ ନେବା ପରେ ସ୍ବାସ୍ଥ୍ୟ କର୍ମିଙ୍କ ସହିତ ପ୍ରଧାନମନ୍ତ୍ରୀ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଲେ କରୋନା ଟୀକା, ସମସ୍ତଙ୍କୁ ଟୀକା ଗ୍ରହଣ ପାଇଁ କଲେ ଆହ୍ବାନ

ନୂଆଦିଲ୍ଲୀ, ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ଏମସ୍ ହସପିଟାଲରେ କୋଭିଡ ଟୀକା ଗ୍ରହଣ କରିଛନ୍ତି। ସେ ହେଉଛନ୍ତି ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଟୀକା ନେଇଥିବା ବ୍ୟକ୍ତି। ଏମସରେ ପ୍ରଧାନମନ୍ତ୍ରୀ ଭାରତ ବାଓଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟୀକା ଗ୍ରହଣ କରିଛନ୍ତି। ଏହି ଟୀକା ଭାରତ ଦ୍ବାରା ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି।

ଟୀକେ ନେବା ପରେ ସେ ଭାରତର ସମସ୍ତଙ୍କୁ ଏଥିରେ ସାମିଲ ହେବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି। ସେ ଆହ୍ବାନ ଦେଇ କହିଛନ୍ତି ଯେ ଆସନ୍ତୁ ସମସ୍ତେ ମିଳିମିଶି ଭାରତକୁ କରୋନା ମୁକ୍ତ ଦେଶଭାବେ ଗଢି ତୋଳିବା। ଆଜିଠାରୁ ସାରା ଦେଶରେ 60 ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଟୀକା ପ୍ରଦାନ କରାଯାଉଛି। ଏଥିସହିତ 45 ବର୍ଷରୁ ଉର୍ଦ୍ଧ ରୋଗୀଙ୍କ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।