ଆଜିର ଖବର ଭୁବନେଶ୍ବରରେ କମିବାର ନାଁ ନେଉନି କରୋନା, ଆଜି ଆଉ 51, ଜାଣନ୍ତୁ କେଉଁଠୁ କେତେ ଭୁବନେଶ୍ବର, ଭୁବନେଶ୍ବରରେ କମିବାର ନାଁ ନେଉନି କରୋନା। ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସହିତ ରାଜଧାନୀର ସବୁ ଅଞ୍ଚଳକୁ ଏହା ବ୍ୟାପିବାରେ ଲାଗିଛି। ଆଜି ଭୁବନେଶ୍ବର…