ଆଜିର ଖବର କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ଘୋଷଣା ହେଲା ତାରିଖ, ଜାଣନ୍ତୁ କେବେ? ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଗୋଟିଏ ପର୍ଯ୍ୟାୟରେ ମେ ୧୦ ତାରିଖରେ ମତଦାନ ହେବ। ରାଜ୍ୟରେ ୨୨୪ ଟି ବିଧାନସଭା…