ଆଜିର ଖବର “ଦି ସାଉଣ୍ଡ୍ ଅଫ୍ ମ୍ୟୁଜିକ୍’ ସୋ’କୁ ଉପଭୋଗ କଲେ ୩୪୦୦ ଉପେକ୍ଷୀତ ପିଲା ଓ ବରିଷ୍ଠ ନାଗରିକ ମୁମ୍ବାଇ/ ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ସମର୍ଥିତ ଏନ୍ଜିଓଗୁଡ଼ିକର ୩୪୦୦ ଉପେକ୍ଷୀତ ପିଲା ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟର (ଏନ୍ଏମ୍ଏସିସି)ରେ…