ବିଶେଷ ଖବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଲୋକକଳା କଳାକାରଙ୍କ ପାରିଶ୍ରମିକରେ ହେଲା ଉଲେଖନୀୟ ବୃଦ୍ଧି ଭୁବନେଶ୍ବର: ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି । ୨୦୦୯ ମସିହାରୁ ବ୍ଲକ୍ ଠାରୁ ଆରମ୍ଭ କରି ଜିଲ୍ଲା ତଥା…