ଫଟୋ ଖବର କାରୁକାର୍ଯ୍ୟ ଭରା ଭୁବନେଶ୍ବରର କଳାରାହଙ୍ଗରେ ଥିବା ପ୍ରାଚୀନ ଜଳେଶ୍ବର ମନ୍ଦିର ଭୁବନେଶ୍ବରର ପଟିଆ ନିକଟସ୍ଥ କଳାରାହଙ୍ଗରେ 12ଶ ଶତାଦ୍ଧୀର ପ୍ରାଚୀନ ମନ୍ଦିର ଜଳେଶ୍ବର ମନ୍ଦିର ଶୋଭା ପାଉଛି। ଏହି ମନ୍ଦିର ଗଠନ ଶୈଳୀକୁ ଲକ୍ଷ କରି କେହି କେହି…