ଆଜିର ଖବର କଳିଙ୍ଗ ବାଲିଯାତ୍ରା ୨୦୨୪ ଉଦଘାଟିତ କୁଜଙ୍ଗ: ଆଜି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲାର ପାରାଦୀପ ସ୍ଥିତ ବାଲିଯାତ୍ରା ପଡ଼ିଆରେ କଳିଙ୍ଗ ବାଲିଯାତ୍ରା ୨୦୨୪ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ…