ଜାତୀୟ ଖବର ଦେଶର ୭୫ ହଜାର ଯୁବକଙ୍କୁ ‘ଦିୱାଲୀ ଉପହାର’ ଦେବେ ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀ: ଦିୱାଲୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୭୫ ହଜାର ଯୁବକଙ୍କୁ ଚାକିରିର ଉପହାର ଦେବେ। ଅକ୍ଟୋବର ୨୨ ତାରିଖରେ, ଭିଡିଓ କନଫରେନ୍ସ ଜରିଆରେ ପିଏମ…