ଅପରାଧ କହ୍ନେୟା ଲାଲଙ୍କ ପରିବାରକୁ ଆର୍ଥିକ ସହାୟତା ଦେଇଥିବା ବିଜେପି ନେତା କପିଲ ମିଶ୍ରଙ୍କୁ ହତ୍ୟା ଧମକ! ନୂଆଦିଲ୍ଲୀ: ସୋମବାର ଦିନ ବିଜେପି ନେତା କପିଲ ମିଶ୍ର ଦାବି କରିଛନ୍ତି ଯେ, ତାଙ୍କୁ ଇମେଲ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି। ସେ ଏହା ମଧ୍ୟ କହିଛନ୍ତି…