ଅପରାଧ ଜୁନାଗଡ କାଂଚନ ଜୁଏଲେରୀ ସୁନା ଗହଣା ଲୁଟେରା ଗିରଫ, ତଦନ୍ତ ଜାରୀ ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଜୁନାଗଡ ସହରସ୍ଥିତ କଲମପୁର ଛକ ନିକଟରେଥିବା ସୁନାଗହଣା ଲୁଟ ଘଟଣାରେ ସଂପୃକ୍ତ ଲୁଟେରା ଗ୍ରୁପ ମଧ୍ୟରୁ ଜଣକୁ ଜୁନାଗଡ ଥାନା ପୋଲିସ…