ଅପରାଧ ପୋଲ ମରାମତି ସମୟରେ କାଉନସିଲରଙ୍କୁ ଆକ୍ରମଣ ଅଭିଯୋଗ, ବାଣପୁର ଥାନା ଘେରାଉ କଲେ ଗ୍ରାମବାସୀ ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମରେ ଦେଖା ଦେଇଛି ବିଶୃଙ୍ଖଳା। ଉକ୍ତ ଗ୍ରାମର ଏକ ପୋଲ ମରାମତି କାର୍ଯ୍ୟ ଜାରି…