ଆଜିର ଖବର ଲୀଳାକ୍ଷେତ୍ରକୁ ଗଲା ମା’ ଭଗବତୀଙ୍କ ଆଜ୍ଞାମାଳ, ତିନିଦିନ ହେବ ଶ୍ରୀଜଗନ୍ନାଥ ମହୋତ୍ସବ ଚିଲିକା: ସୁନୀଳ ଚିଲିକାର ପଶ୍ଚିମ ତଟ ଦେଶରେ ଅବସ୍ଥିତ କୁଦ କାଙ୍କଣ ଶିଖରୀ ଏକଦା ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେରେ ସର୍ବତ୍ର ପରିଚିତ। ବିିଧର୍ମୀମାନଙ୍କ ଶ୍ରୀମନ୍ଦିର ଆକ୍ରମଣ…