ଆଜିର ଖବର ବାଣପୁରରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତି ସୀତାରାମ ଅଗ୍ରୱାଲ ବାଣପୁର: କାଠଚୁଲିରୁ ନିଆଁ ଧରି ଘର ଜଳିଯାଇଛି। ଏହି ଅଗ୍ନିକାଣ୍ଡରୁ ବୃଦ୍ଧ ଦମ୍ପତି ଦ୍ୱୟ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ…