ଆଞ୍ଚଳିକ ଆସୁଛି ବାତ୍ୟା!, ଜଳବନ୍ଦୀରେ ରହିବ ବାଣପୁର, ପ୍ରଶାସନର କାଦୁଅ ଫିଙ୍ଗା ନୀତିରୁ କେବେ ମୁକ୍ତି ପାଇବେ ଜନତା? ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସହର ସତେ ଯେମିତି ପ୍ରଶାସନ ପାଇଁ ଅଲୋଡ଼ା ହୋଇପଡିଛି। ଏଠି ପ୍ରତି ମାସରେ ଜିଲ୍ଲା ଅଧିକାରୀ ମାନେ ତୁହାକୁ…