ଆଜିର ଖବର କାନାଡା ନାଗରିକଙ୍କ ପାଇଁ ଭିସା ସେବା ଆରମ୍ଭ କଲା ଭାରତ ନୂଆଦିଲ୍ଲୀ: ଭାରତ ଏବଂ କାନାଡା ମଧ୍ୟରେ ଥିବା ବିବାଦ ଏବେ ଶାନ୍ତ ପଡୁଥିବା ଜଣାପଡିଛି। କାନାଡା ନାଗରିକଙ୍କ ପାଇଁ ଭାରତ ଇ-ଭିସା ସେବା ପୁନଃ ଆରମ୍ଭ କରିଛି।…