ବିଶେଷ ଖବର ବଳିଆ ଯୋଜନା ଋଣ ସହାୟତା ରାଶି ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର: ରାଜ୍ୟରେ ବୁଣାକାରଙ୍କ ପାଇଁ ଲାଗୁ ହୋଇଥିବା ବଳିଆ ଯୋଜନର ଋଣ ରାଶିକୁ ବୃଦ୍ଧି କରାଯାଇଛି। ଏହା ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ନେଇ…