ଆଜିର ଖବର ଜିଏସଟି ବିରୋଧରେ ଆଜି ସାରା ଦେଶରେ ଧର୍ମଘଟ କରିବେ ବ୍ୟବସାୟୀ, ବନ୍ଦ ରହିବ କାରୋବାର ନୂଆଦିଲ୍ଲୀ: ଜୁଲାଇ ୧୮ ତାରିଖରୁ ଦେଶରେ ବିଭିନ୍ନ ଖାଦ୍ୟ ପଦାର୍ଥ ଉପରେ ୫% ଜିଏସଟି ବୃଦ୍ଧି କରାଯିବ। ଏହାକୁ ନେଇ ଆଜି ବ୍ୟବସାୟୀମାନେ ସାରା ଦେଶରେ ଧର୍ମଘଟ…