ଆଜିର ଖବର ଏଲଏନଜି ଯୋଗାଣକୁ ମିଳିବ ଶକ୍ତି: ୬୨,୩୭୦ ମେଟ୍ରିକ୍ ଟନ୍ କାର୍ଗୋ ନେଇ ଦହେଜରେ ପହଞ୍ଚିବ ‘ଦିଶା’ ନୂଆଦିଲ୍ଲୀ: ଆଜି ଭାରତରେ ୬୨ ହଜାର ୩୭୦ ମେଟ୍ରିକ୍ ଟନ୍ ତରଳୀକୃତ ପ୍ରାକୃତିକ ଗ୍ୟାସ (ଏଲ୍ଏନ୍ଜି) ପହଞ୍ଚିବ। ପଶ୍ଚିମ ଏସିଆରେ ଜାରି ରହିଥିବା ସଙ୍କଟ ଭିତରେ ଗୁଜରାଟର…