ବିଶେଷ ଖବର ରାଜ୍ୟସଭା ନିର୍ବାଚନ: କାର୍ତ୍ତିକେୟ ଶର୍ମାଙ୍କ ଠାରୁ ଅଧିକ ଭୋଟ୍ ପାଇବା ପରେ ମଧ୍ୟ ହାରିଲେ କଂଗ୍ରେସର ଅଜୟ ମାକେନ୍ ଚଣ୍ଡିଗଡ଼: ହରିୟାଣାରେ ଦୁଇଟି ରାଜ୍ୟସଭା ଆସନ ପାଇଁ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଆଜି ଆସିଛି। ପ୍ରାୟ ଆଠ ଘଣ୍ଟା ବିଳମ୍ବରେ ଗଣନା ଆରମ୍ଭ ହେବା ପରେ ବିଜେପି…