ଆଜିର ଖବର କାର୍ଯ୍ୟଦକ୍ଷତା ବୃଦ୍ଧି କରେଇବା ପାଇଁ 2X25 କେଭି ଓଭରହେଡ୍ ବିଦ୍ୟୁତିକରଣ ପ୍ରଣାଳୀ ପ୍ରଚଳନ କରିବ ପୂର୍ବତଟ ରେଳପଥ ଭୁବନେଶ୍ଵର: ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ଅନେକ ପ୍ରମୁଖ ରେଳ ସେକ୍ସନରେ 2X25 କେଭି ଓଭରହେଡ୍ ବିଦ୍ୟୁତିକରଣ (OHE) ପ୍ରଣାଳୀର ପ୍ରବର୍ତ୍ତନ ସହିତ ଏହାର…