ଆଜିର ଖବର ସଂସଦର ମୌସୁମୀ ଅଧିବେଶନ: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ବାଚସ୍ପତି ଦେଲେ ଚେତାବନୀ ନୂଆଦିଲ୍ଲୀ: ପେଗାସସ୍ ପ୍ରସଙ୍ଗ ଏବଂ କୃଷି ଆଇନ ପ୍ରସଙ୍ଗରେ ଉତ୍ତେଜନା କାରଣରୁ ସଂସଦର ମୌସୁମୀ ଅଧିବେଶନରେ ଗତିରୋଧ ଜାରି ରହିଛି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର…