ଜାତୀୟ ଖବର ପାର୍ବଣ ଋତୁ ପୂର୍ବରୁ ଏସବିଆଇ ପକ୍ଷରୁ ଉପଲବ୍ଧ ହେଉଛି ଘର, କାର ଏବଂ ବ୍ୟକ୍ତିଗତ ଋଣ ଅଫର: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ ନୂଆଦିଲ୍ଲୀ: ପାର୍ବଣ ଋତୁ ପୂର୍ବରୁ ଏସବିଆଇ ନିଜ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଗ୍ରାହକଙ୍କ ପାଇଁ ଅନେକ ନୂତନ ସୁବିଧା ଘୋଷଣା କରିଛି। ଗୃହ ଋଣ, କାର ଋଣ…