ଅପରାଧ ଜିଲ୍ଲା ପରିଷଦ ସଭ୍ୟାଙ୍କ କାର ପୋଡି ଘଟଣା: ୨ ଅଭିଯୁକ୍ତ ଗିରଫ ସୀତାରାମ ଅଗ୍ରୱାଲ ଟାଙ୍ଗୀ: କିଛି ଦିନର ନୀରବତା ପରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ ପୋଖରିଆରେ ପୁଣି ହିଂସା ଘଟିଥିଲା। ୨ ତାରିଖ ରାତି…