ଆଜିର ଖବର କଟକରେ କାଳୀ ମେଢ଼ ଭସାଣି ପାଇଁ ଆସନ୍ତା ୧୧ରୁ ଗାଡ଼ି ଚଳାଚଳ କଟକଣା କଡ଼ାକଡ଼ି କଟକ: ଆସନ୍ତା ନଭେମ୍ବର ୧୧ ତାରିଖରେ କଟକ ସହରରେ ଅନୁଷ୍ଠିତ ହେବାକୁ ଥିବା ମା’ କାଳୀଙ୍କ ମେଢ଼ ଭସାଣି ଉତ୍ସବକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ…