ଆଜିର ଖବର ଆଜି ହେଉଛି ପ୍ରଥମାଷ୍ଟମୀ, ଜାଣନ୍ତୁ ଘରର ପ୍ରଥମ ସନ୍ତାନଙ୍କୁ କେମିତି କରିବେ ପୂଜା ଭୁବନେଶ୍ବର: ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏହାକୁ ପଢୁଆଁ ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ। ଏହା ସୌଭାଗିନୀ ଅଷ୍ଟମୀ, କାଳ…