ଆଜିର ଖବର ଓମିକ୍ରନ୍, ଥଣ୍ଡା ଏବଂ କାଶକୁ ରୋକିଥାଏ ଏହି ଚଟଣୀ, ଖାଦ୍ୟରେ କରନ୍ତୁ ସାମିଲ ସ୍ୱାସ୍ଥ୍ୟ ଟିପ୍ସ: ସୁସ୍ଥ ରହିବା ପାଇଁ ଶରୀର ଭିତରୁ ଶକ୍ତିଶାଳୀ ହେବା ଆବଶ୍ୟକ। ରୋଗ ଏବଂ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ, ବିଶେଷକରି କରୋନା ପରି…