କିପରି କରିବେ ବୁକିଂ

କଟକ: କଟକ ଏସସିବିରେ ଆଜିଠାରୁ ଅନଲାଇନ ଓପିଡି ସେବା ଆରମ୍ଭ ହୋଇଯାଇଛି। ଯାହାଫଳରେ ରୋଗୀଙ୍କ ପାଇଁ ଆଉଟଡୋର ଟିକେଟ ବୁକିଂ କରିବା ସହଜ ହୋଇପାରିବ। ସ୍ପେଶାଲିଷ୍ଟ ଓ…