ଆଜିର ଖବର ବାଲୁଗାଁ: ନିଜ ପୁଅକୁ ଅପହରଣ ଉଦ୍ୟମ କରୁଥିବା ବାପା ସମେତ ୪ ଅଭିଯୁକ୍ତ ଗିରଫ ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ଥାନା ଅନ୍ତର୍ଗତ କିମ୍ଭିରିପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କିଛି ଟଙ୍କା ପାଇଁ ପାରିବାରିକ କଳହ ଲାଗିରହିଥିବା ବେଳେ…