ଆଜିର ଖବର ବର୍ତ୍ତମାନ କର୍କଟ ରୋଗରେ ହେବ ନାହିଁ ମୃତ୍ୟୁ!, ବୈଜ୍ଞାନିକମାନେ ପାଇଲେ ‘କିଲ୍ ସୁଇଚ୍’ ନୂଆଦିଲ୍ଲୀ: କର୍କଟ ରୋଗର ଚିକିତ୍ସାରେ କାଲିଫର୍ନିଆର ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେମାନେ ଏକ ‘କିଲ୍ ସୁଇଚ୍’ ପାଇଛନ୍ତି। ଯାହା କର୍କଟ କୋଷକୁ ମାରିବାରେ…