କିଷାନ ମହାପଞ୍ଚାୟତ

ନୂଆଦିଲ୍ଲୀ: ଆଜି ଉତ୍ତରପ୍ରଦେଶର ମୁଜାଫରନଗରରେ କିଷାନ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା। ବହୁ ସଂଖ୍ୟାରେ କୃଷକ ଏହି ମହାପଞ୍ଚାୟତରେ ପହଞ୍ଚିଥିଲେ। ବହୁ ସଂଖ୍ୟାରେ ଏକାଠି ହୋଇଥିବା କୃଷକମାନେ ଏହି…