ଆଜିର ଖବର କୃଷିଜାତ ସାମଗ୍ରୀର ରପ୍ତାନୀ/ଆମଦାନୀ ଓ କୀଟନାଶକ ପଞ୍ଜୀକରଣ କାରବାର ପାଇଁ ଅନଲାଇନ ପୋର୍ଟାଲ ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଆଜି ଦୁଇଟି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ସେଥିରୁ ଗୋଟିଏ କୀଟନାଶକର କମ୍ପ୍ୟୁଟରୀକୃତ ପଞ୍ଜୀକରଣ…