କୁଆଲାଲମ୍ବୁର

କୁଆଲାଲମ୍ପୁର: ଆଜି କୁଆଲାଲମ୍ବୁର ବିମାନବନ୍ଦରରେ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ(ପିଆଇଏ)ର ପ୍ଲେନ୍‌କୁ ଜବତ କରାଯାଇଛି। ପାକିସ୍ଥାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବୋଇଙ୍ଗ ୭୭୭ କୁ  ମାଲେସିଆ କର୍ତ୍ତୃପକ୍ଷ ଜବତ କରିଛନ୍ତି।…