ଆଜିର ଖବର କୁନ୍ଦେଇଜୋରୀ ଗ୍ରାମ ନିକଟରୁ ମୃତ ହାତୀ ଉଦ୍ଧାର ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବନଖଣ୍ଡ ସାଲେଭଟା ପଂଚାୟତ କୁନ୍ଦେଇଜୋରି ଗ୍ରାମ ନିକଟସ୍ଥ ଜଙ୍ଗଲରେ ମୃତ ହାତୀକୁ ବନ ବିଭାଗ ଉଦ୍ଧାର କରିଛି। ରବିବାର ଅପରାହ୍ନରେ ଜଙ୍ଗଲରେ…