ଆଜିର ଖବର କୁମ୍ଭ ମେଳାରେ ବୁଡ ପକାଇବା ପାଇଁ ଆଜି ପ୍ରୟାଗରାଜ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଉଛନ୍ତି। ସେ ପ୍ରୟାଗରାଜର ସଙ୍ଗମ ସ୍ଥଳରେ ବୁଡ ପକାଇବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ସେ…