ଆଜିର ଖବର ଏଥର ମାଘ ପୂର୍ଣ୍ଣିମା ଓ କୁମ୍ଭ ସଂକ୍ରାନ୍ତି ଗୋଟିଏ ଦିନରେ ପଡୁଛି, ଜାଣନ୍ତୁ କେବେ ଏବଂ କଣ କରିବେ ଭୁବନେଶ୍ବର: ମାଘ ପୂର୍ଣ୍ଣିମା ହେଉଛି ମାଘ ମାସର ଶେଷ ଦିନ। ଏହାର ପରଦିନଠାରୁ ଫାଲଗୁନ୍ ମାସ ଆରମ୍ଭ ହେବ। ଚଳିତ ବର୍ଷ ମାଘ ପୂର୍ଣ୍ଣିମା ଫେବୃୟାରୀ ୧୨…