ଆଞ୍ଚଳିକ ପୋଲସରା ବ୍ଳକରେ ନୂତନ ବିଡ଼ିଓ ଭାବେ ଯୋଗଦେଲେ କୁରେଶ ଚନ୍ଦ୍ର ଯାନୀ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପୋଲସରା ବିଡ଼ିଓ ଭାବେ କୁରେଶ ଚନ୍ଦ୍ର ଯାନୀ ଯୋଗଦେଇଛନ୍ତି। ଏହା ପୂର୍ବରୁ ସେ ଗଜପତି ଜିଲ୍ଲା ନୁଆଗଡ ତହସିଲଦାର…