ଜାତୀୟ ଖବର କୁସ୍ତି ସଂଘର କାର୍ଯ୍ୟ ଦେଖିବ ଏଡହକ କମିଟି, ଭୁପିନ୍ଦର ସିଂ ବାଜୱାଙ୍କୁ ମିଳିଲା ଦାୟିତ୍ଵ ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ଆଜି ଏକ ବଡ ନିଷ୍ପତ୍ତି ନେଇଛି। IOA ଏକ ତିନି ସଦସ୍ୟ ବିଶିଷ୍ଟ ଏଡହକ କମିଟି ଗଠନ କରିଛି। ଭୁପିନ୍ଦର…