ଆଞ୍ଚଳିକ ଟାଙ୍ଗୀରେ ଶୋକର ଛାୟା, ଖେଳୁଥିବା ବେଳେ କୂଅରେ ପଡି ଜଣେ ଶିଶୁ ମୃତ ଟାଙ୍ଗୀ: ନୂଆ ବର୍ଷ ପାଳନ ବେଳେ ଅଘଟଣ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ରତନ ପୁର ପଞ୍ଚାୟତ ନରହରି ସାହିରେ କୂଅରେ ବୁଡି ଶିଶୁ ପୁତ୍ର ମୃତ…