ବିଶେଷ ଖବର ୟୁକ୍ରେନରେ ଫସି ରହିଥିବା ୯ ବାଂଲାଦେଶୀଙ୍କୁ ଉଦ୍ଧାର କଲା ଭାରତ, କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ଶେଖ ହସିନା ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଆରମ୍ଭ ହୋଇଥିବା ଅପରେସନ୍ ଗଙ୍ଗା ବର୍ତ୍ତମାନ ଶେଷ ହୋଇଯାଇଛି। ସୋମବାର ଦିନ ଭାରତୀୟ ବାୟୁସେନାର ସି-୧୭ ବିମାନ ୨୦୧…