ଆଜିର ଖବର କୃଷକ ମଞ୍ଚରୁ ରାକେଶ ଟିକାଏତଙ୍କ କେନ୍ଦ୍ରକୁ ଟାର୍ଗେଟ: ମୋଦୀ-ଶାହା-ଯୋଗୀଙ୍କୁ କହିଲେ ବାହାର ଲୋକ ନୂଆଦିଲ୍ଲୀ: ଆଜି ଉତ୍ତରପ୍ରଦେଶର ମୁଜାଫରନଗରରେ କିଷାନ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା। ବହୁ ସଂଖ୍ୟାରେ କୃଷକ ଏହି ମହାପଞ୍ଚାୟତରେ ପହଞ୍ଚିଥିଲେ। ବହୁ ସଂଖ୍ୟାରେ ଏକାଠି ହୋଇଥିବା କୃଷକମାନେ ଏହି…