ଜାତୀୟ ଖବର ଆଜିଠାରୁ ସଂସଦ ଅଧିବେସନ, କୃଷି ଆଇନ ଉଚ୍ଛେଦ ସହ ଆସିବ ବହୁ ଗୁରୁତ୍ବପୂର୍ଣ୍ଣ ବିଲ, ଜାଣନ୍ତୁ କଣ ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବ ସଂସଦର ଶୀତକାଳିନ ଅଧିବେସନ। ଏହି ଅଧିବେଶନ ୨୩ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ମୋଟ 25 ଦିନର ଅବଧି ମଧ୍ୟରେ ଏହି ଅଧିବେଶନରେ …