କୃଷି ଆଇନ ମାମଲା

ନୂଆଦିଲ୍ଲୀ: କୃଷି ଆଇନ ମାମଲାରେ କେନ୍ଦ୍ର ସରକାର ଏବଂ କୃଷି ସଂଗଠନ ମଧ୍ୟରେ ଏକାଦଶ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଆଜିର ବୈଠକରେ ପୁଣି କୌଣସି ନିଷ୍କର୍ଷ ବାହାରିପାରି…