ଅନ୍ତରାଷ୍ଟ୍ରୀୟ ଆଜି ଇନ୍ଦୋରରେ ହେବ ଜି୨୦ କୃଷି ପ୍ରତିନିଧି ବୈଠକ, ଜାଣନ୍ତୁ ଏଥିରେ କଣ ହେବ ନୂଆଦିଲ୍ଲୀ: ଭାରତର ଜି୨୦ ଅଧ୍ୟକ୍ଷତା ଅନ୍ତର୍ଗତ କୃଷି କାର୍ଯ୍ୟ ସମୂହ (ଏଡବ୍ଲୁଜି) ର ପ୍ରଥମ କୃଷି ପ୍ରତିନିଧି ବୈଠକ (ଏଡିଏମ୍) ଇନ୍ଦୋର ଅନୁଷ୍ଠିତ ହେବ। ତିନି ଦିବସୀୟ…