ଆଜିର ଖବର କୃଷି ସଙ୍କଟ ଉପରେ ଯଥେଷ୍ଟ ବିତର୍କ ହେଲାଣି, ଏଣିକି ଏମଏସପି ଆଇନ ପ୍ରଣୟନ ହେଉ: ବରୁଣ ଗାନ୍ଧୀ ନୂଆଦିଲ୍ଲୀ: ଏମଏସପି ଆଇନର ଓକିଲାତି କରି ଭାରତୀୟ ଜନତା ପାର୍ଟି ସାଂସଦ ବରୁଣ ଗାନ୍ଧୀ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଏହି ବିତର୍କ ଚାଲିଛି, ବର୍ତ୍ତମାନ…