ଆଜିର ଖବର ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ବାଣପୁର: ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ, ଓଡ଼ିଆ ଭାଷା ସାହିତ୍ୟର କାବ୍ୟ ପୁରୁଷ, ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୫ତମ ଜୟନ୍ତୀ ଅବସରରେ ଜନ୍ମମାଟି ସାମନ୍ତରାପୁରର ଜନସାଧାରଣ,…